ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ, ଘୋଷଣା ହେଲା ଟପ୍ପରଙ୍କ ନାମ
(କେନ୍ୟୁଜ): ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ। ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ । www.ojee.nic.in େଓ୍ଵବସାଇଟ୍ରେ ରେଜଲ୍ଟ ଉପଲବ୍ଧ ହେଉଛି। ୪୮ହଜାର ୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ରାଙ୍କ ପାଇଛନ୍ତି ୪୮ହଜାର ୭୮୩ ଛାତ୍ରଛାତ୍ରୀ। ୨୩ଟି ବିଭାଗରେ…