Below header
Browsing Tag

Olashuni Cave Fair

ଓଳାଶୁଣୀ ଗୁମ୍ଫା ମେଳା ଆରମ୍ଭ, ଏଥରକ କେବଳ ଦର୍ଶନ ସହ ଭୋଗ କରିପାରିବେ ଶ୍ରଦ୍ଧାଳୁ

ଓଁକାର କ୍ଷେତ୍ର ଭାବେ ପରିଚିତ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ଯଟନସ୍ଥଳ ଓଳାଶୁଣୀ ପାହାଡରେ ଆରମ୍ଭ ହୋଇଛି ଓଳାଶୁଣୀ ଗୁମ୍ଫା ମେଳା। ସନ୍ଥ ଅରକ୍ଷିତ ଦାସଙ୍କ ମହାପ୍ରୟାଣ ତିଥିରେ ଶହଶହ ବର୍ଷ ଧରି ଏହି ମେଳା ଆୟୋଜିତ ହୋଇଆସୁଛି। ପ୍ରତିବର୍ଷ ମାଘକୃଷ୍ଣ ଏକାଦଶୀଠାରୁ ୯ ଦିନ ବ୍ଯାପୀ ପାଳନ…