Browsing Tag

old flower bud

ଦୁନିଆର ସର୍ବପୁରାତନ ଫୁଲ କଢ଼ି ଜୀବାଶ୍ମର ମିଳିଲା ସନ୍ଧାନ

ପୁରାତନତତ୍ତ୍ୱବିତ ମାନେ ଦୁନିଆର ସବୁଠୁ ପୁରୁଣା ଫୁଲ କଢ଼ି ବା Flower Budର ଜୀବାଶ୍ମକୁ ଖୋଜି ପାଇଛନ୍ତି। ଏହା ଚୀନର ଇନର ମଙ୍ଗୋଲିଆ ଇଲାକାରେ ମିଳିଛି। ଏହାକୁ ରିସର୍ଚ୍ଚ କରି ଜଣାଯାଇଛି ଯେ, ଏହା ୧୬.୪ କୋଟି ବର୍ଷ ହେଲାଣି ରହିଛି। ଏହାପରେ ବୈଜ୍ଞାନିକ ମାନଙ୍କର ଫୁଲର ଉତ୍ପତ୍ତିକୁ ନେଇ…