Below header
Browsing Tag

omicron cases

କାୟା ମେଲାଇଛି ଓମିକ୍ରନ୍: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରୁଛି ଓମିକ୍ରନ୍ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬ ଛୁଇଁଛି । ୧୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାୟା ମେଲାଇଛି ଓମିକ୍ରନ । ମହାରାଷ୍ଟ୍ରରେ ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଛୁଇଁଛି। ଦିଲ୍ଲୀରେ ୬୪, ତେଲେଙ୍ଗାନାରୁ ୨୪…

ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ, ଛୁଟି ମନାନ୍ତୁ ନାହିଁ : WHO

କେନ୍ଯୁଜ୍:ବିଶ୍ୱରେ ପ୍ରଚଣ୍ଡ ହେଉଛି ଓମିକ୍ରନ୍‌ । ୯୦ ରୁ ଅଧିକ ଦେଶକୁ ମାଡ଼ି ସାରିଲାଣି ଭାଇରସ । ଆଗକୁ ଅଛି ଖ୍ରୀଷ୍ଟମାସ୍‌ ଓ ନୂଆବର୍ଷ । ଏସବୁ ଭିତରେ ସତର୍କ କରିଛନ୍ତି WHO ଡିଜି ଟେଡ୍ରୋସ ଅଧନୋମ ଗେବ୍ରିସିୟସ । କହିଛନ୍ତି ଜିରୋ ରିସ୍କ କିଛି ନାହିଁ । ତେଣୁ ଛୁଟି ନ ମନାଇବାକୁ ଅନୁରୋଧ…

ଓମିକ୍ରନ୍‌ରୁ ସୁରକ୍ଷା ଦେବ ଟିକା, ସମସ୍ତେ ଯଥାଶୀଘ୍ର କୋଭିଡ ଟିକା ନେବାକୁ ଅନୁରୋଧ: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର(କେନ୍ଯୁଜ୍): ଓମିକ୍ରନ୍‌ରୁ ସୁରକ୍ଷା ଦେବ ଟିକା । ସମସ୍ତେ ଯଥାଶୀଘ୍ର କୋଭିଡ ଟିକା ନେବାକୁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ । ଶତ ପ୍ରତିଶତ ନହେଲେ ବି ଟିକା ସୁରକ୍ଷା ଦେବ । ଟିକା ନେଲେ ଗୁରୁତର ହେବା ଓ ମୃତ୍ୟୁମୁଖରେ ପଡିବା ଆଶଙ୍କା କମ୍‌ ରହିବ । ଲୋକଙ୍କୁ ଟିକା ନେବା ପାଇଁ…

ଭାରତରେ ବଢୁଛି ଓମିକ୍ରନ୍‌ ମାମଲା, ଆଉ ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ବଢୁଛି ଓମିକ୍ରନ୍‌ ମାମଲା । ଦେଶରେ ଆଉ ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ଗୁଜରାଟ ଓ ଜଣେ ମହାରାଷ୍ଟ୍ରରୁ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ୟ କେସ୍‌ ଗୁଜୁରାଟରୁ ଆସିଛି । ଗୁଜରାଟ ଜାମନଗର ଅଞ୍ଚଳର ଜଣେ ୭୨ ବର୍ଷୀୟ ବ୍ୟକ୍ତି ଓମିକ୍ରନ୍‌…