Browsing Tag

one died

ଶୌଚ ହେବାକୁ ଯାଇଥିବାବେଳେ ଦଳି ଦେଲା ଦନ୍ତା, ଜଣେ ମୃତ

କେନ୍ଦୁଝର (କେନ୍ୟୁଜ): ଦଳି ଦେଲା ଦନ୍ତା, ଜଣଙ୍କ ମୃତ୍ୟୁ । କେନ୍ଦୁଝର ତେଲକୋଇ ବନାଞ୍ଚଳ ଦୋବଲାପାଳ ପଂଚାୟତ ବାଂଶପାଳ ଜୁଆଙ୍ଗ ସାହିରେ ଅଘଟଣ ଘଟିଛି । ମୃତକ ହେଲେ ମୁକୁରୁ ନାଏକ । ସକାଳୁ ଶୌଚ ହେବାକୁ ଯାଇଥିବାବେଳେ ଏକ ହାତୀ ହାବୁଡରେ ପଡିଥିଲେ । ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ…

ଟ୍ରକକୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର

ବଡଚଣା : ଟ୍ରକକୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଅଛି । ମୃତ ଡ୍ରାଇଭର୍ ଜଣକ ହେଉଛନ୍ତି ବ୍ରହ୍ମପୁରର କୃଷ୍ଣ ଚନ୍ଦ୍ର ମଲିକ । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୮ ଟାରେ ଚଣ୍ଡିଖୋଲ ପଟୁ ଆସୁଥିବା ଏକ ଆଇରନ୍ ବୋଝେଇ ଟ୍ରକ୍ ଅନ୍ୟଏକ…

ମନମୁଣ୍ଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ଜଣେ ମୃତ,୩ ଗୁରୁତର

ବୌଦ୍ଧ : ମନମୁଣ୍ଡାଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କ ଗୋଡ କଟିଯାଇଛି । ଗୁରୁତର ସମସ୍ତଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି…

ଯାଜପୁର ଟାଉନରେ ଭୟାବହ ଅଗ୍ନିକାଣ୍ଡ, ଲିଭିଗଲା ଜଣେ ମହିଳାଙ୍କ ସମେତ ୩ଟି ଗୋରୁଙ୍କ ଜୀବନ

ଯାଜପୁର ଟାଉନ : ଦଶରଥପୁର ବ୍ଲକରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଜଳି ଚାଲିଗଲା ଜଣେ ମହିଳାଙ୍କ ସମେତ ୩ଟି ଗୋରୁର ଜୀବନ। ଦଶରଥପୁର ବ୍ଲକ ପୁବ ସାହି ରେ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଅକ୍ଷୟ ପରମାଣିକ ଙ୍କ ଘରେ ନିଆଁ ଲାଗିଯାଇଥିଲା। ଏଥିରେ ୩ଟି ଗୋରୁ ପୋଡିଯିବା ସହ ଅକ୍ଷୟଙ୍କ ପତ୍ନୀ…

ଘଟଗାଁ : ଡିଜେ ଗାଡି ଓଲଟି ଜଣେ ମୃତ, ୪ଗୁରୁତର

ଘଟଗାଁ : କେନ୍ଦୁଝର ଜିଲ୍ଲା ପାଟଣାରେ ଏକ ଡିଜେ ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ଚକ୍ରଧର ଶୁଣ୍ଢି ଓ ଗୁରୁତର ମାନେ ହେଉଛନ୍ତି ବୁଦ୍ଧିଆ ସାମାଡ଼, ସାମୁ ବାନ୍ଦ୍ରା, ଶିରିସ…