Below header
Browsing Tag

oneday series

ଆଜି ପୁନେରେ ଭାରତ-ୱେଷ୍ଟଇଣ୍ଡିଜ୍‌ ତୃତୀୟ ଦିନିକିଆ

ଆଜି ଭାରତ-େଓ୍ଵଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ । ପୁନେରେ ମୁହାଁମୁହିଁ ହେବେ ଦୁଇ ଦଳ । ଦିନ ସାଢେ ଗୋଟଏରେ ମ୍ୟାଚ ଖେଳାଯିବ । ୫ ଟିକିଆ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ଭାରତ । ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ । ସେହିପରି…

 ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍‌ : ଗୁଆହାଟୀରେ ଖେଳାଯିବ ପ୍ରଥମ ମ୍ୟାଚ୍‌

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ । ଗୁଆହାଟୀରେ ପ୍ରଥମ ମ୍ୟାଚ୍ । ଅପରାହ୍ନ ସାଢ଼େ ଗୋଟାଏରେ ମ୍ୟାଚ୍ ଖେଳାଯିବ । ଟେଷ୍ଟ ସିରିଜ କବ୍ଜା କରିବା ପରେ ଏବେ ଦିନିକିଆ ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ଚଳିତ ସିଜିନରେ ଡେବ୍ୟୁ କରି ପାରନ୍ତି…