ରେଡମି-ସାମସଙ୍ଗ୍ ନୁହେଁ, ସମସ୍ତେ ଏହି ଫୋନର ଦିୱାନା, ଦେଖନ୍ତୁ ଏହି ବର୍ଷର ଟପ୍ ଟେନ୍ ସ୍ମାର୍ଟଫୋନ୍
AnTuTu ଜୁନ ମାସରେ ଟପ୍ ୧୦ ବେଷ୍ଟ ପରଫର୍ମିଙ୍ଗ୍ ଆଣ୍ଡ୍ରଏଡ୍ ଫୋନ୍ ଲିଷ୍ଟ ଜାରୀ କରିଛି। ଲୋକପ୍ରିୟ ବେଞ୍ଚମାର୍କ ଟୁଲ୍ AnTuTu ମୁତାବକ, ଗ୍ଲୋବାଲ୍ ମାର୍କେଟରେ ଜୁନ୍ ମାସର ଟପ୍ ୧୦ ବେଷ୍ଟ ପରଫର୍ମିଙ୍ଗ୍ ସ୍ମାର୍ଟଫୋନ ଲିଷ୍ଟରେ ୱାନପ୍ଲସ ୭ ପ୍ରୋ ପ୍ରଥମ ସ୍ଥାନରେ ରହିଛି। ସେହିଭଳି…