ଫ୍ଲିପକାର୍ଟରେ ଫେଷ୍ଟିଭ ସେଲରେ ମିଳୁଛି OnePlus ଟିଭିରେ ବମ୍ପର ଅଫର, ଜାଣନ୍ତୁ କ’ଣ
ଖୁବଶୀଘ୍ର Oneplus TV Y ସିରିଜ ମଡେଲ ୧୨ ଅକ୍ଟୋବରରୁ ଫ୍ଲିପକାର୍ଟରେ ଆରମ୍ଭ ହେବାକୁ ଯାଉଛି। ଏହି ଟିଭି ମଡେଲର ବିକ୍ରି ୧୬ ଅକ୍ଟୋବରରୁ ଫ୍ଲିପକାର୍ଟରେ ବିଗ୍ ବିଲଅନ ଡେ ସେଲରେ ଆରମ୍ଭ ହେବ।
ଏହି ଟିଭିର ୪୩ ଇଞ୍ଚ ଭାରିଅଣ୍ଟର ମୂଲ୍ୟ ୨୪,୯୯୯ ଟଙ୍କା ରହିଥିବା ବେଳେ ୩୨ ଇଞ୍ଚ ଭାରିଅଣ୍ଟର…