ONGC ରେ ବମ୍ପର ଭର୍ତ୍ତି, ଆଇଟିଆଇ ପାସ୍ ଏବଂ ଗ୍ରାଜୁଏଟ ପ୍ରାର୍ଥୀ କରନ୍ତୁ ଆବେଦନ
ONGC ରେ ଚାକିରି ପାଇବାର ବଢିଆ ସୁଯୋଗ । ଏଠାରେ ଟ୍ରେଡ଼ ଏବଂ ଗ୍ରାଜୁଏଟ ଅପାରଣ୍ଟିସରେ ଖାଲିଥିବା ୨୦୦୦ରୁ ଅଧିକ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଛୁକ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।
ପଦବୀ ବିବରଣୀ…