ONGC ରେ ନିଯୁକ୍ତି ସୁଯୋଗ, ୩୧ ଜୁଲାଇ ପୂର୍ବରୁ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ନିଗମ ଲିମିଟେଡ୍‌(ONGC)ରେ ଅନେକ ପଦବୀ ଖାଲି ପଡ଼ିଛି। ଇଚ୍ଛୁକ ପ୍ରାର୍ଥୀ ୩୧ ଜୁଲାଇ,୨୦୨୦ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରିପାରିବେ। ଓଏନ୍‌ଜିସି ଜେନେରାଲ ମ୍ୟାନେଜର ପଦ ପାଇଁ ପ୍ରାର୍ଥୀ ଆବଶ୍ୟକ କରୁଛି। ଆସନ୍ତୁ ଜାଣିବା ଚାକିରି ସମ୍ବନ୍ଧୀୟ ଅଧିକ ବିବରଣୀ…

ଆବେଦନ ଆରମ୍ଭ:

୦୧ ଜୁଲାଇ ୨୦୨୦

ONGC plans to invest more than $500 million in Mumbai High Field

ଶେଷ ତାରିଖ:

୩୧ ଜୁଲାଇ ୨୦୨୦

ପଦ ବିବରଣୀ:

ଜେନେରାଲ ମ୍ୟାନେଜର- ୧

ONGC: CAG finds deficiencies in ONGC's marine logistics operations ...

ବୟସ ସୀମା:

ସର୍ବାଧିକ ବୟସ ୫୦ ବର୍ଷ

ଏମିତି କରନ୍ତୁ ଆବେଦନ:

ଇଚ୍ଛୁକ ପ୍ରାର୍ଥୀ ୩୧ ଜୁଲାଇ ୨୦୨୦ କିମ୍ବା ତା’ପୂର୍ବରୁ ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ।

You might also like