Browsing Tag

onion raita

ଖାଇବାର ସ୍ୱାଦକୁ ଦୁଇଗୁଣ କରିବ ପିଆଜ ରାଇତା, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଖରାଦିନେ ଭୋଜନରେ କାକୁଡ଼ି ରାଇତା ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ରାଇତା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ଏଣୁ ସମସ୍ତେ ଏହାକୁ ଖାଇଥାନ୍ତି। ତେବେ କେବଳ କାକୁଡ଼ିରେ ନୁହେଁ, ଆପଣ ଚାହିଁଲେ ପିଆଜ ରାଇତା ବି ତିଆରି କରିପାରିବେ। ଖରାଦିନେ ଏହା ଖାଇବା ଶରୀର ପାଇଁ ମଧ୍ୟ ଲାଭଦାୟକ…