ରାଜସ୍ଥାନରେ ରହିଛି ଏପରି ମନ୍ଦିର, ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ‘ପିଆଜ’ ଭୋଗ
ରାଜସ୍ଥାନରେ ଏକ ଏପରି ମନ୍ଦିର ରହିଛି, ଯେଉଁଠି ଦେବଦେବୀଙ୍କୁ ପ୍ରସାଦ ଆକାରରେ ‘ପିଆଜ’ ଅର୍ପଣ କରାଯାଏ। ଭାଦ୍ରବ ମାସରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଏହି ପିଆଜ ଭୋଗ ଚଢ଼ାନ୍ତି। ରାଜସ୍ଥାନର ହନୁମାନଗଡ଼ ଜିଲାର ଗୋଗାମେଡି ଗାଁରେ ଭଗବାନ ଗୋଗାଜୀ ଏବଂ ଗୁରୁ ଗୋରଖନାଥଙ୍କ ଦୁଇଟି ମନ୍ଦିରରେ…