ମୃତ୍ୟୁ ପରେ ବି ଅମର : ଅଙ୍ଗଦାନ କରି ୬ଜଣଙ୍କ ଜୀବନ ବଞ୍ଚାଇଲେ ଯୁବକ
ଗୁଣୁପୁର: କାନ୍ଦ ବୋବାଳିରେ କମ୍ପୁଛି ପରିବେଶ । ଗେହ୍ଲା ପୁଅକୁ ଝୁରୁୁଛି ସାରା ପରିବାର । ସତରେ କେତେବେଳେ କାହା ଜୀବନରେ ଖରାପ ସମୟ ଆସି ପହଞ୍ଚେ ସେ ବିଷୟରେ କେହି ଆଗରୁ ଜାଣି ପାରିନଥାନ୍ତି । ଦୁର୍ଘଟଣା ଘଟିଗଲା ପରେ ବି ସହଜରେ ବିଶ୍ୱାସ କରିହୁଏ ନାହିଁ କଣ ଘଟିଗଲା ଆଖି ସାମ୍ନାରେ ।…