OSRTC କାର୍ଯ୍ୟାଳୟରେ ସମ୍ପତ୍ତି ଆଟାଚ୍, ବସ୍ ମାଲିକଙ୍କୁ ବକେୟା ଫେରସ୍ତ ନକରିବା ମାମଲାରେ ନିର୍ଦ୍ଦେଶ
ସମ୍ବଲପୁର: ସମ୍ବଲପୁର ସ୍ଥିତ ଓଡ଼ିଶା ପରିବହନ ନିଗମର ମୁଖ୍ୟ କାର୍ଯ୍ଯାଳୟର ସମ୍ପତ୍ତି ଆଟାଚ୍ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ଅସ୍ଥାବର ସମ୍ପତ୍ତି ଜବତ ନେଇ ସିନିୟର ସିଭିଲ୍ ଜଜ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବସ୍ ପରିବହନ ପାଇଁ ପୂର୍ବରୁ ରଖିଥିବା ଜମା ଟଙ୍କା ନ ଫେରାଇବାରୁ ହୋଇଥିଲା ମାମଲା…