ଅଶ୍ଳୀଳ ଆପ୍ସଗୁଡିକ ଉପରେ ସରକାରଙ୍କ ରୋକ୍, ୨୫ଟି OTT ଆପ୍ସକୁ କଲେ ବ୍ୟାନ୍
ଅଶ୍ଳୀଳ ଆପ୍ ଉପରେ ସରକାରଙ୍କ ବଡ଼ ପ୍ରତିବନ୍ଧକ । ALTT, ULLY, Desiflix, Bigshots ସମେତ ୨୫ ଟି OTT ପ୍ଲାଟଫର୍ମକୁ ବ୍ୟାନ୍ କଲେ ସରକାର । ୟୁଜର୍ସମାନେ ଅଶ୍ଳୀଳ ଏବଂ ବୋଲ୍ଡ ବିଷୟବସ୍ତୁର ପ୍ରମୋସନ୍ କରୁଥିବା କିଛି ଆପ୍ସ ବରୋଧରେ ଏଭଳି ପଦକ୍ଷେପ ନେଇଛନ୍ତି ସରକାର ।
OTT ଆପ୍ସ ଏବଂ…