Browsing Tag

oxford university

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ମମତା ବାନାର୍ଜୀଙ୍କ ଭାଷଣ ସମୟରେ ପ୍ରବଳ ହଙ୍ଗାମା, ପ୍ରଶ୍ନ ପଚାରିଲେ ଜନତା?

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କେଲଗରେ ଭାଷଣ ଦେବା ପାଇଁ ଲଣ୍ଡନରେ ପହଞ୍ଚିଥିଲେ ।  ସେ ଭାଷଣ ଦେଉଥିବା ସମୟରେ ବହୁତ ହଙ୍ଗାମା ହୋଇଥିଲା ।  ଛାତ୍ର ଫେଡେରେସନ ଅଫ୍ ଇଣ୍ଡିଆ (SFI)ର ଛାତ୍ର ନେତାମାନେ 'ପଛକୁ ଯାଅ' ସ୍ଲୋଗାନ ଦେଇଥିଲେ ଏବଂ ଏକ…

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଚାନ୍ସଲର ନିର୍ବାଚନ ଲଢିବେ ଇମ୍ରାନ ଖାନ, ଅନଲାଇନ ହେବ ଭୋଟିଂ

ଜେଲରେ ବନ୍ଦ ଥିବା ପାକିସ୍ତାନୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଚାନ୍ସଲର ପଦବୀ ପାଇଁ ନିର୍ବାଚନ ଲଢିବେ । ପ୍ରଥମଥର ଚାନ୍ସଲର ନିର୍ବାଚନ ପାଇଁ ଅନଲାଇନରେ ମତଦାନ ପ୍ରକ୍ରିୟାରେ ଇମ୍ରାନ ଜେଲରୁ ଭାଗ ନେବେ । ଇମ୍ରାନଙ୍କ ଜଣେ ସହଯୋଗୀଙ୍କ ମୁତାବକ, ଇମ୍ରାନ…

ବିଦେଶରେ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ୨ ଲକ୍ଷର ସ୍କଲାରସିପ୍‌ ଘୋଷଣା କଲା କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ,…

ବିଦେଶରେ ପଢ଼ିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି ଅକ୍ସଫୋର୍ଡ ଓ କେମ୍ବ୍ରିଜ୍‌ ସୋସାଇଟି ଅଫ୍‌ ଇଣ୍ଡିଆ (The Oxford and Cambridge Society of India)। ଅକ୍ସଫୋର୍ଡ ଓ କେମ୍ବ୍ରିଜ୍‌ ସୋସାଇଟି ଅଫ୍‌ ଇଣ୍ଡିଆ ପକ୍ଷରୁ ଅକ୍ସଫୋର୍ଡ ଓ କେମ୍ବ୍ରିଜ୍‌…

କରୋନାରୁ ସୁସ୍ଥ ହେବାର ଦୁଇ ତିନି ମାସ ପର୍ଯ୍ୟନ୍ତ ରହୁଛି ଲକ୍ଷଣ: ଅକ୍ସଫୋର୍ଡ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେବାର ଦୁଇ ତିନି ମାସ ପର୍ଯ୍ୟନ୍ତ ରହୁଛି ଲକ୍ଷଣ। ସର୍ଭେ ଅନୁଯାୟୀ ଏଭଳି ବୟାନ ଦେଇଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର। ହସପିଟାଲରୁ ଡିସଚାର୍ଜ ହେଉଥିବା ରୋଗୀମାନେ ଦୁଇରୁ ତିନି ମାସ ପର୍ଯ୍ୟନ୍ତ ନିଶ୍ୱାସ ପ୍ରଶ୍ୱାସ, ଥକାପଣ, ଚିନ୍ତା ଓ ଉଦାସୀନତାର ଲକ୍ଷଣ ଅନୁଭବ…

ଭଲ ଖବର : ମାତ୍ର ୧୦୦୦ ଟଙ୍କାରେ ମିଳିବ ଅକ୍ସଫୋର୍ଡର କରୋନା ଭ୍ୟାକସିନ

ସାରାବିଶ୍ୱ ନିଜ କାୟାରେ କବଳିତ କରିଛି ମହାମାରୀ କରୋନା। ଏଥିରୁ ବଞ୍ଚିବା ପାଇଁ ସବୁ ଦେଶ ଡହଳବିକଳ ହେଲେଣି। ଚଳିତବର୍ଷ ପ୍ରତ୍ୟେକ ଦିନ ଏହି ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏହି ସମୟରେ ଟୀକା ପ୍ରସ୍ତୁତିରେ ସବୁ ଦେଶ ନିଜ କୌଶଳ ଲଗାଇ ଦେଇଛନ୍ତି। ଏଭଳି ପରିସ୍ଥିତିରେ ସମଗ୍ର ବିଶ୍ୱର…