Browsing Tag

pailot

ସିଫ୍ଟ ସରିଗଲାରୁ ଜରୁରୀକାଳୀନ ଅବତରଣ ପରେ ଉଡାଣ ଭରିବାକୁ ମନାକଲେ ପାକିସ୍ତାନ ପାଇଲଟ

ରବିବାର ଜରୁରୀକାଳୀନ ଅବତରଣ ପରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାର ଲାଇନ୍ସ ପାଇଲଟ ଆଉ ବିମାନ ଉଡାଣ କରିବାକୁ ମନା କରିଦେଇଥିଲେ । ଖବର ଅନୁଯାୟୀ ପିକେ-୯୭୫୪ ବିମାନ ରିୟାଦରୁ ଉଡି ଇସଲାମାବାଦ ପର୍ଯ୍ୟନ୍ତ ଉଡିବାର ଥିଲା । ତେବେ ଖରାପ ପାଗ ହେତୁ ପାଇଲଟଙ୍କୁ ସାଉଦି ଆରବର ଡ୍ୟାମରେ ଅବତରଣ…