Browsing Tag

pakistan donkey

ପାକିସ୍ତାନ ଠାରୁ ଗଧ ନେଉନି ଚୀନ, ବଢ଼ି ବଢ଼ି ହେଲେଣି ୬୦ ଲକ୍ଷ ଗଧ

ପାକିସ୍ତାନରେ ୬୦ ଲକ୍ଷ ଗଧ। ପାକିସ୍ତାନରେ ଉତ୍କଟ ଖାଦ୍ୟ ସଂକଟ। ଏପଟେ ବଢ଼ୁଛି ଗଧଙ୍କ ସଂଖ୍ୟା। ଗତ ୩ ବର୍ଷ ହେବ ପାକିସ୍ତାନରେ ଗଧଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ୫୫ ଲକ୍ଷରୁ ୫୮ ଲକ୍ଷରେ ପହଞ୍ଚିଲାଣି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ଚୀନ ପାଇଁ ବଢ଼ୁଛି ପାକିସ୍ତାନର ଗଧ ସଂଖ୍ୟା। ଉଭୟ ଦେଶ…