Browsing Tag

pakistan got visa

ଦେଶ ବିଭାଜନ ବେଳେ ହୋଇଥିଲେ ଅଲଗା, ଏବେ ପରିବାରକୁ ଭେଟିବାକୁ ପାକିସ୍ତାନ ଯିବେ ସିକା ଖାନ୍

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଭାଇରାଲ ହୋଇଥିଲା । ସେହି ଫଟୋ କାରତାପୁର କରିଡରରୁ ନିଆଯାଇଥିଲା । ଫଟୋରେ ଦେଖିବାକୁ ମିଳିଥିଲା ଭାରତ-ପାକିସ୍ଥାନ ବିଭାଜନ ସମୟରେ ଅଲଗା ହୋଇଥିବା ଦୁଇ ଭାଇ ପରସ୍ପରକୁ ଆଲିଙ୍ଗନ କରୁଥିଲେ। ଜଣେ ଭାଇ ପାକିସ୍ତାନରେ ରହୁଥିଲେ…