ପାକିସ୍ତାନ ରେଳ ମନ୍ତ୍ରୀ କରୋନା ପଜେଟିଭ୍, ଜଣେ ମନ୍ତ୍ରୀ ଓ ୪ ସାଂସଦଙ୍କର ହୋଇସାରିଲାଣି ମୃତ୍ୟୁ
ଇସ୍ଲାମ୍ବାଦ : ପାକିସ୍ତାନରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ଏ ପର୍ଯ୍ୟନ୍ତ କରୋନାରେ ଭାଇରସ୍ରେ ଜଣେ ମନ୍ତ୍ରୀଙ୍କ ସହ ୪ ଜଣ ସାଂସଦଙ୍କ ମୃତ୍ୟୁ ହୋଇସାରିଲାଣି । ଏବେ ପାକିସ୍ତାନର ରେଳ ମନ୍ତ୍ରୀ ସେକ୍ ରସିଦ୍ ମହମ୍ମଦ୍ ମଧ୍ୟ କରୋନା ପଜେଟିଭ୍ ଥିବା ଜଣାଯାଇଛି…