Below header
Browsing Tag

Pakistan’s PIA plane seized

ଘୋର ଲଜ୍ଜା : ଋଣ ଶୁଝି ନପାରିବାରୁ ପାକିସ୍ତାନର ବିମାନକୁ ଜବତ କଲା ମାଲେସିଆ

କୁଆଲାଲମ୍‌ପୁର : ପାକିସ୍ତାନର ଅବସ୍ଥା ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଦେଶ ତାକୁ ଝଟ୍‌କା ଦେବାରେ ଲାଗିଛନ୍ତି । ତା’ର ବନ୍ଧୁ ଦେଶ ସାଉଦିଆରବ କିଛି ମାସ ତଳେ ଦେଇଥିବା ଋଣ ଅର୍ଥ ଦାବି କରି ମାଗି ନେଇଥିବା ବେଳେ ଏବେ ମାଲେସିଆ ଭଡ଼ା ବାବଦକୁ ପାକିସ୍ତାନର ବିମାନକୁ…