Browsing Tag

panchayat election nomination

ପଞ୍ଚାୟତ ନିର୍ବାଚନ ଲାଗି ଆଜି ନାମାନଙ୍କନ ଦାଖଲର ଅନ୍ତିମ ଦିନ, ଆସନ୍ତାକାଲି ଯାଞ୍ଚ ହେବ ପ୍ରାର୍ଥିପତ୍ର

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ଲାଗି ଆଜି ନାମାନଙ୍କନ ଦାଖଲର ଅନ୍ତିମ ଦିନ। ଗତ ୪ ଦିନରେ ୧୭୩୦ ଜଣ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ପଞ୍ଚାୟତ ସମିତି ସଭ୍ୟ ଲାଗି ୧୫ ହଜାର ୫୮୩, ସରପଞ୍ଚ ପଦ ଲାଗି ୨୦ ହଜାର ୪୫୭ ଏବଂ ୯୫ହଜାର ୮୧୪ ଜଣ ୱାର୍ଡ…

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ଦାଖଲ ପ୍ରକ୍ରିୟାର ତୃତୀୟ ଦିନ

ଭୁବନେଶ୍ବର(କେନ୍ଯୁଜ୍): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ଦାଖଲ ପ୍ରକ୍ରିୟାର ତୃତୀୟ ଦିନ। ଦ୍ୱିତୀୟ ଦିନରେ ୪୨ ଜିଲ୍ଲା ପରିଷଦ ପ୍ରାର୍ଥୀ, ୧୦୩୪ ସମିତି ସଭ୍ୟ ପ୍ରାର୍ଥୀ, ୧୫୪୬ ସରପଞ୍ଚ ପ୍ରାର୍ଥୀ ଓ ୧୦ ହଜାର ୭୩୪ ୱାର୍ଡମେମ୍ବର ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ।…