Below header
Browsing Tag

Paradip news

ପାରାଦୀପ ବନ୍ଦର ଇତିହାସରେ ପ୍ରଥମ: ସର୍ବାଧିକ ମେଟ୍ରିକ ଟନ୍‌ର ପଣ୍ୟ ନେଇ ଆସିଲା ଜାହାଜ ଲିଲା ଲିସବନ୍‌

ପାରାଦୀପ (କେନ୍ୟୁଜ୍): ପାରାଦୀପ ବନ୍ଦର ଇତିହାସରେ ପ୍ରଥମଥର ପାଇଁ ସର୍ବାଧିକ ମେଟ୍ରିକ ଟନ୍‌ର ପଣ୍ୟ ନେଇ ଆସିଥିବା ଜାହାଜ ଲିଲା ଲିସବନ୍‌ ପାରାଦୀପ ବନ୍ଦରରେ ପହଞ୍ଚିଛି । ପାରାଦୀପ ବନ୍ଦରର CQ-1 ବର୍ଥରେ ଲାଗିଛି ସର୍ବାଧିକ ପଣ୍ୟ ପରିବହନ କ୍ଷମତା ରଖିଥିବା ଜାହାଜ ଏମଭି ଲିଲା ଲିସବନ।…

ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ, ପାରାଦୀପରେ ବସ୍ତି ଶୂନଶାନ୍ ‌: ଏକାସଙ୍ଗେ ଦୁଇଟି ସ୍ଥାନରେ କିପରି ଦେଉଛନ୍ତି ଭୋଟ୍‌

ପାରାଦୀପ: ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ, ପାରାଦୀପରେ ବସ୍ତି ଶୂନଶାନ୍‌ । ନୂଆବଜାର ଓ ଷଣ୍ଢକୁଦ ବସ୍ତିରେ ପଡିଛି ତାଲା। ବସ୍‌ ଓ ଟ୍ରେନରେ ପାରାଦୀପରୁ ଆନ୍ଧ୍ର ଯାଉଛନ୍ତି ତେଲୁଗୁ ସଂପ୍ରଦାୟର ଭୋଟର । ଆନ୍ଧ୍ର ନିର୍ବାଚନର ପ୍ରଭାବ ପାରାଦୀପରେ ଦେଖିବାକୁ ମିଳିଛି । ତେଲୁଗୁ ସଂପ୍ରଦାୟର ଭୋଟର…

ପାରାଦୀପ ଅଭିମୁଖେ ଓଡ଼ିଶା ବିଧାନସଭାର ୧୩୧ ବିଧାୟକ, ବୁଲିବେ ଆଇଏନଏସ ଜଳସ୍ୱାରେ

ଭୁବନେଶ୍ବର: ଆଜି ପାରାଦୀପ ଯାଉଛନ୍ତି ଓଡ଼ିଶା ବିଧାନସଭାର ୧୩୧ ବିଧାୟକ । ଭାରତୀୟ ନୌସେନା ପକ୍ଷରୁ ବିଧାୟକମାନଙ୍କୁ ଆଇଏନଏସ ଜଳସ୍ୱାରେ ସମୁଦ୍ର ଭିତରେ ନେଇ ବୁଲାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ବିଧାୟକମାନଙ୍କୁ ନେବା ପାଇଁ ନୌସେନା ଯୋଜନା କରିଛି । ଏତେ ସଂଖ୍ୟାରେ…

ପାରାଦୀପ ଭାରତୀୟ ତଟରକ୍ଷୀ ବାହିନୀର ଆବାସିକ ଅଞ୍ଚଳରେ ୭୦ରୁ ଅଧିକ ଶ୍ରମିକଙ୍କ ଧାରଣା, ଜାଣନ୍ତୁ କଣ ରହିଛି କାରଣ

ପାରାଦୀପ: ପାରାଦୀପ ସ୍ଥିତ ଭାରତୀୟ ତଟରକ୍ଷୀ ବାହିନୀର ଆବାସିକ ଅଞ୍ଚଳରେ ଶ୍ରମିକଙ୍କ ଧାରଣା । ନିର୍ମାଣ ଚାଲିଥିବା କନଷ୍ଟ୍ରକସନ୍‌ରେ ଅନୁମତି ନମିଳିବାରୁ ପ୍ରାୟ ୭୦ରୁ ଅଧିକ ଶ୍ରମିକ ଧାରଣା ଦେଇଛନ୍ତି । ସାମାଜିକ ଦୂରତ୍ୱ ଅବଲମ୍ବନ କରି କାମ କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।…