Browsing Tag

parents broke 28 bones

ବାପା ମା ପାର କଲେ ନିଷ୍ଠୁରତାର ସମସ୍ତ ସୀମା,ମାତ୍ର ୪ ମାସର ଶିଶୁକୁ ମାରି ଶରୀରରୁ ଭାଙ୍ଗିଦେଲେ ୨୮ଟି ହାଡ଼

କୁହାଯାଏ ବାପା ମା'ଙ୍କ ଭଲପାଇବା ଦୁନିଆରେ ସବୁଠୁ ମହଙ୍ଗା । କେବଳ ଭାଗ୍ୟବାନ ଲୋକଙ୍କୁ ପିତାମାତାଙ୍କ ଆଶୀର୍ବାଦ ଓ ଭଲପାଇବା ମିଳିଥାଏ । ତେବେ ନିକଟରେ ବ୍ରିଟେନରେ ଏକ ଏପରି ଘଟଣା ଦେଖିବାକୁ ମିଳିଛି ଯାହା ଶୁଣିବା ପରେ ଆପଣଙ୍କ ଛାତି ଥରି ଉଠିବ । ଏଠାରେ ଦେଖିବାକୁ ମିଳିଛି ମା ବାପାଙ୍କ…