Below header
Browsing Tag

parikrama project

ଶ୍ରୀକ୍ଷେତ୍ରରେ ଯୋଡି ହେଲା ନୂଆ ଫର୍ଦ୍ଦ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ (କେନ୍ୟୁଜ): ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଅପରାହ୍ନ ସାଢ଼େ ଗୋଟାଏରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଜପତି ମହାରାଜା ଦିବ୍ୟସିଂହଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା…

ଭାବ ଓ ଭକ୍ତିରେ ଉଛୁଳୁଛି ନୀଳାଚଳ ଧାମ, ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ (କେନ୍ୟୁଜ): ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ । ଭାବ ଓ ଭକ୍ତିରେ ଉଛୁଳୁଛି ଶ୍ରୀକ୍ଷେତ୍ର । ଚାରିଆଡ଼େ ଆଧ୍ୟାତ୍ମିକତାର ମହକ । ଅବର୍ଣ୍ଣନୀୟ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବେଦ ପାଠରେ କମ୍ପୁଛି ଶ୍ରୀମନ୍ଦିର ଚାରି ଦ୍ବାର । ଯଜ୍ଞସ୍ଥଳରୁ ଭାସି ଆସୁଛି…

କମ୍ପିବ ଶ୍ରୀକ୍ଷେତ୍ର, ଆଜିଠୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାପର୍ପଣର ଆଦ୍ୟ ଉତ୍ସବ

ପୁରୀ (କେନ୍ୟୁଜ): ଆଜିଠୁ କମ୍ପିବ ଶ୍ରୀକ୍ଷେତ୍ର। ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାପର୍ପଣର ଆଦ୍ୟ ଉତ୍ସବ। ଭବ୍ୟ ଲୋକାର୍ପଣ ସମାରୋହ ପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆଜିଠାରୁ ପୂଜାବିଧି। ସଂଧ୍ୟା ୫ ଟା ରୁ ୬ ଟା ମଧ୍ୟରେ ଗଜପତି ମହାରାଜଙ୍କ ଦ୍ବାରା ବ୍ରାହ୍ମଣ ବରଣ କରାଯିବ।…

ସଜେଇ ହେଉଛି ଶ୍ରୀକ୍ଷେତ୍ର: ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ, ଆସନ୍ତା କାଲିଠୁ ପୂଜା ବିଧି ଆରମ୍ଭ

ପୁରୀ (କେନ୍ୟୁଜ): ସଜେଇ ହେଉଛି ଶ୍ରୀକ୍ଷେତ୍ର। ରଙ୍ଗୀନ ଆଲୋକମାଳା ସାଙ୍ଗକୁ ପାରମ୍ପରିକ ଚିତ୍ର କଳାରେ ଚମକୁଛି ଶ୍ରୀ କ୍ଷେତ୍ରର ମୁଖ୍ୟ ପ୍ରବେଶ ପଥ ଓ ରାସ୍ତା ଘାଟ ।  ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ । ଆଜି ଯାତ୍ରୀ ପରିକ୍ରମା କାମ ସାରି ହସ୍ତାନ୍ତର କରିବ ଓବିସିସି । ଆସନ୍ତାକାଲି ଏହାର…

ପୁରୀ ଗସ୍ତରେ 5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ୍, ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପର କଲେ ସମୀକ୍ଷା

ପୁରୀ (କେନ୍ୟୁଜ): ପୁରୀ ଗସ୍ତରେ 5T ତଥା ନବୀନ ଓଡିଶା ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଶ୍ରୀ ମନ୍ଦିରର ଚତୁର୍ପାଶ୍ୱ ବୁଲି ନିର୍ମାଣ କାର୍ଯ୍ୟର ଟିକନିକ ଭାବେ ପରିକ୍ରମା…