‘ନୂତନ ସଂସଦ ଗୃହକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରନ୍ତୁ ନାହିଁ…’, ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ରାଗିଲା…
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂସଦ ଭବନର ଉଦ୍ଘାଟନକୁ ଭୁଲ୍ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି ଯେ ନୂତନ ସଂସଦ ଗୃହର ଉଦ୍ଘାଟନ ପ୍ରଧାନମନ୍ତ୍ରୀ ନୁହେଁ, ରାଷ୍ଟ୍ରପତି କରିବା ଉଚିତ୍। ସୂଚନାଥାଉ କି, ମେ’ ୨୮ରେ ନୂତନ ଭାବେ ନିର୍ମିତ ସଂସଦ ଭବନର ଉଦ୍ଘାଟନ…