Browsing Tag

party meeting

ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ସର୍ବ ଦଳୀୟ ବୈଠକ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ସର୍ବ ଦଳୀୟ ବୈଠକ । ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପାଢ଼ୀ ବୈଠକ କରିବେ । ପଞ୍ଚାୟତ ନିର୍ବାଚନ ପାଇଁ ବସିବ ସର୍ବଦଳୀୟ ବୈଠକ । ସମସ୍ତ ରାଜନୈତିକ ଦଳ ସହ ସାକ୍ଷାତ କରିବେ ଆଦିତ୍ୟ ପାଢୀ । କେନ୍ଦ୍ର ନିର୍ବାଚନ କମିଶନ ଜାନୁଆରୀ ୨୦୨୧ ସୁଦ୍ଧା ଭୋଟର…

ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ, ଆଜି ବସୁଛି ସର୍ବଦଳୀୟ ବୈଠକ

ଭୁବନେଶ୍ବର: କାଲିଠୁ ବିଧାନସଭା ବଜେଟ ଅଧିବେଶନ । ଏହାପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ବିଧାନସଭା ପରିଚାଳନା ନେଇ ଉଭୟ ଶାସକ ଓ ବିରୋଧୀ ଦଳ ସହ ଆଲୋଚନା କରାଯିବ । ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ । ରାଜ୍ୟରେ ଆଇନଶୃଙ୍ଖଳା…