ମାସ ମାସ ନୁହେଁ ପାସପୋର୍ଟ ଭେରିଫିକେସନ୍ ପାଇଁ ମାତ୍ର ୪ ଦିନ ସମୟ ନେଉଛି ପୋଲିସ, ସୂଚନା ଦେଲେ ପୋଲିସ ଡିଜି ଅଭୟ
କେନ୍ୟୁଜ୍(ବ୍ୟୁରୋ): ଏଣିକି ପାସପୋର୍ଟ ଭେରିଫିକେସନ୍ ପାଇଁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବନି । ଏହି ପ୍ରକ୍ରିୟା ଆହୁରି ସହଜ ହୋଇଛି । ମାସ ମାସ ନୁହେଁ, ୪ ଦିନରେ ସରୁଛି ପୋଲିସର ଭେରିଫିକେସନ୍ । ପୂର୍ବ ଅପେକ୍ଷା ଶୀଘ୍ର ହେଉଛି । ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।…