ପାଠକ ବାପ ପୁଅଙ୍କୁ ମିଲିଲା ଜାମିନ, ଖାରବେଳେ ନଗର ଥାନାରେ ଦାୟର ମାମଲାରେ ଜାମିନ ଦେଲେ ହାଇକୋର୍ଟ
କେନ୍ୟୁଜ୍(ବ୍ୟୁରୋ): ପାଠକ ବାପ ପୁଅଙ୍କୁ ମିଲିଲା ଜାମିନ। ଟ୍ରାଭେଲ୍ସ ବିଲ ଠକେଇ ମାମଲାରେ ଜାମିନ ମିଳିଥିବା ନେଇ ସୂଚନା। ଦୁଇ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ଟଙ୍କା ରିକଭରି ପାଇଁ ସ୍କାଏ କିଙ୍ଗ୍ ମାଲିକ ଭୁବନେଶ୍ବରର…