Below header
Browsing Tag

pavitra rishta-2

‘ପବିତ୍ର ରିସ୍ତା ୨’ର ପ୍ରଥମ ଟିଜିର ରିଲିଜ, ଇନଷ୍ଟାଗ୍ରାମରେ ସେୟାର କଲେ ଅଙ୍କିତା

ବହୁ ପ୍ରତିକ୍ଷୀତ ‘ପବିତ୍ର ରିସ୍ତା ୨’ ର ଫାଷ୍ଟ ଟିଜର ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଅଙ୍କିତା ଲୋଖଣ୍ଡେ। ଅଙ୍କିତା ଲୋଖଣ୍ଡେ ନିଜର ଇନଷ୍ଟାଗ୍ରାମ୍‌ରେ ପବିତ୍ର ରିସ୍ତାର ଡିଜିଟାଲ ଭର୍ସନର ପ୍ରଥମ ଟିଜର ସେୟାର କରିଛନ୍ତି। ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିନା ଏହି…

‘ପବିତ୍ର ରିସ୍ତା ୨’କୁ ବୟକଟ୍‌ ପାଇଁ ଦାବି କଲେ ସୁଶାନ୍ତଙ୍କ ଫ୍ୟାନ୍‌, ଅଙ୍କିତାଙ୍କୁ କଲେ ଟ୍ରୋଲ

ପବିତ୍ର ରିସ୍ତାର ନୂଆ ସିଜନ୍‌ର ସୁଟିଂ ନିକଟରେ ଆରମ୍ଭ ହୋଇଛି। ସିରିୟଲରେ ଅଙ୍କିତା ଲୋଖଣ୍ଡେ ପୁଣିଥରେ ଅର୍ଚ୍ଚନା ଭୂମିକାରେ ଅଭିନୟ କରୁଥିବା ବେଳେ ମାନବଙ୍କ ସ୍ଥାନରେ କିନ୍ତୁ ଅଭିନୟ କରୁଛନ୍ତି ଶହୀର ଶେଖ। ପ୍ରଥମ ସିଜନ୍‌ରେ ମାନବ ଭୂମିକାରେ ସୁଶାନ୍ତ ସିଂହ ରାଜପୁତ ଅଭିନୟ କରିଥିଲେ। ଏଣୁ…

ସାମ୍ନାକୁ ଆସିଲା ପବିତ୍ର ରିସ୍ତା ୨ର ଫାଷ୍ଟଲୁକ୍‌, ମାନବ-ଅର୍ଚ୍ଚନା ଭୂମିକାରେ ନଜର ଆସିଲେ ଶାହୀର-ଅଙ୍କିତା

ପବିତ୍ର ରିସ୍ତା ୨ରେ ସୁଶାନ୍ତ ସିଂହ ରାଜପୁତଙ୍କ ଜାଗାରେ ଅଭିନେତା ଶାହୀର ଶେଖ୍‌ ଅଭିନୟ କରିବା ନେଇ ଶୁଣିବାକୁ ମିଳୁଥିବା ବେଳେ ଏବେ ଶୋ’ର ଫାଷ୍ଟଲୁକ୍‌ ସାମ୍ନାକୁ ଆସିଛି। ମାନବ ଲୁକ୍‌ରେ ଶାହୀର ଶେଖ୍‌ ଓ ଅର୍ଚ୍ଚନା ଲୁକ୍‌ରେ ଅଙ୍କିତା ଲୋଖଣ୍ଡେ ପୁଣିଥରେ ଗତ ପାର୍ଟର ସ୍ମୃତିକୁ ତାଜା…

ଆଉ ଥରେ ପରଦାକୁ ଆସିବ ”ପବିତ୍ର ରିସ୍ତା” ଜାଣନ୍ତୁ ମାନବଙ୍କ ଭୂମିକାରେ କିଏ ଆସିବେ ନଜର

ଏକତା କପୁରଙ୍କ ଲୋକପ୍ରିୟ ଟିଭି ସିରିଏଲ “ପବିତ୍ର ରିସ୍ତା’ ସ୍ବର୍ଗତଃ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କ୍ୟାରିୟର ବଦଳାଇ ଦେଇଥିଲା । ଏହି ସିରିଏଲଟି ବନ୍ଦ ହେବାର ୮ ବର୍ଷ ହୋଇଯାଇଥିଲେ ମଧ୍ୟ ଆଜିବି ଦର୍ଶକ ମାନେ ଅର୍ଚ୍ଚନା ଓ ମାନବ ଙ୍କ ଯୋଡିକୁ ଭୁଲି ପାରି ନାହାଁନ୍ତି । କିନ୍ତୁ ଏହାରି…