Paytm ୟୁଜର୍ସ ଫ୍ରଡ cashback ଅଫରଠୁ ରଖନ୍ତୁ ନିଜକୁ ସତର୍କ, ନଚେତ୍ ଆପଣଙ୍କ ଆକାଉଣ୍ଟ ହୋଇଯିବ ଖାଲି
ଡିଜିଟାଲ ଯୁଗରେ ଆଜିକାଲି ସମସ୍ତେ ଅତି ସହଜରେ ସବୁ କାମ କରି ପାରୁଛନ୍ତି । ଏହି ସମୟରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି । ତା' ସହିତ ସାଇବର କ୍ରାଇମ ମଧ୍ୟ ବଢ଼ିବାରେ ଲାଗିଛି । ସାଇବର ଫ୍ରଡ ମାମଲା ଦେଶରେ ବହୁ ମାତ୍ରାରେ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ…