Browsing Tag

pcb allows online betting

ପାକିସ୍ତାନର ଗୁମର ଖୋଲିଲେ ପୂର୍ବ କ୍ରିକେଟର, କହିଲେ “ଜୁଆ ଖେଳକୁ ଅନୁମତି ଦେଇଛି କ୍ରିକେଟ ବୋର୍ଡ”

ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଦ୍ରୁତ ବୋଲିଂ ବ୍ୟତୀତ ନିଜସ୍ୱ ବୟାନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ମଙ୍ଗଳବାର ସୋଏବ ପୁଣିଥରେ ସେହିଭଳି ଏକ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଅମର ଅକମଲଙ୍କ ଉପରେ ଲାଗିଥିବା ବ୍ୟାନ ଉପରେ ୟୁଟ୍ୟୁବରେ ଏକ ଭିଡିଓ ସେୟାର କରି ସୋଏବ…