Browsing Tag

pendulum ride

ପାର୍କରେ ଖେଳୁଥିବା ସମୟରେ ଭାଙ୍ଗିଗଲା ପେଣ୍ଡୁଲମ୍ ଝୁଲା, ଦେଖନ୍ତୁ ଭିଡିଓ

ଅହମ୍ମଦାବାଦ:ଖୁସିରେ ଖେଳୁ ଖେଳୁ ହଠାତ୍ ଆସିଗଲା ଦୁଃଖର କଳା ପାହାଡ । ଆଉ ତାପରେ ଖେଳିଗଲା ଶୋକର ଛାୟା । ପ୍ରକୃତ ଘଟଣାଟି ହେଉଛି କି, ଅହମ୍ମଦାବାଦର କାଙ୍କରିୟା ଆଡଭେଞ୍ଚର ପାର୍କରେ ପେଣ୍ଡୁଲମ୍ ଝୁଲା ଖସିପଡିବାରୁ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଆହତ ହୋଇଥିବା ଜଣାପଡିଛି। ଏହି ବଡ…