Below header
Browsing Tag

petrol hike

ବେକାବୁ ତୈଳ ଦରରେ ଲାଗିବ କି ବ୍ରେକ ? କେନ୍ଦ୍ରମନ୍ତ୍ରୀ କହିଲେ ଏହା ସାମୟିକ ସମୟ ପାଇଁ,ଖୁବଶୀଘ୍ର ଠିକ ହୋଇଯିବ

କେନ୍ୟୁଜ୍(ବ୍ୟୁରୋ):  ଦୁଇ ଦିନ ପରେ ଆଜି ପୁଣି ଥରେ ବଢ଼ିଛି ତୈଳ ଦର । ପେଟ୍ରୋଲ ଲିଟର ପିଛା ଆଜି ୨୫ ପଇସା ବଢ଼ିଥିଲା ବେଳେ ଡିଜେଲ ଦାମ୍ ୩୫ ପଇସା ମହଙ୍ଗା ହୋଇଛି । ଫଳରେ ବିଭିନ୍ନ ସହରରେ ତୈଳ ଦର ପାର୍ କରିଛି ୯୦ ଟଙ୍କା । ଗତ ୧୨ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମ୍‌ରେ ପାଖାପାଖି ୩ଟଙ୍କା…

ପେଟ୍ରୋଲ ଓ ଡିଜେଲ ଉପରେ ଲାଗିବ କୃଷି ସେସ୍, ଜାଣନ୍ତୁ ଆପଣଙ୍କ ପକେଟରୁ କେତେ ଯିବ

କେନ୍ୟୁଜ୍(ବ୍ୟୁରୋ):  ପୁଣି  ମହଙ୍ଗା ହେବ ତୈଳ ଦର। ତେଲଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରସରକାର।  ଚଳିତ ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲଗାଇଛନ୍ତି ସରକାର। ଡିଜେଲରେ ଲିଟର ପ୍ରତି ୪ଟଙ୍କା ଓ ପେଟ୍ରୋଲରେ ଅଢେଇ ଟଙ୍କାର ସେସ ଲାଗୁ ହୋଇଛି। ତେବେ ତୈଳ…

ବଢ଼ିଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦର, ୯ ଦିନରେ ପେଟ୍ରୋଲ ଲିଟର ପିଛା ୮୩ ପଇସା ଓ ଡିଜେଲ ୭୩ ପଇସା ବୃଦ୍ଧି

ନୂଆଦିଲ୍ଲୀ: କ୍ରମାଗତ ଭାବେ ବଢ଼ିଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦର । ଗତ ୨୦ ତାରିଖ ପରଠାରୁ ଅର୍ଥାତ୍ ଗତ ୯ ଦିନ ହେବ ପେଟ୍ରୋଲ ଲିଟର ପିଛା ଦର ୮୩ ପଇସା ଓ ଡିଜେଲ ଦର ୭୩ ପଇସା ବଢ଼ିଛି। ପ୍ରତିଦିନ ତେଲ ଦର ବୃଦ୍ଧି ହେବାରେ ଲାଗିଛି। ଆଜି ପେଟ୍ରୋଲ୍ ଦର ୧୧ ପଇସା‌ ଓ ଡିଜେଲ ୫ ପଇସା ବଢ଼ିଛି।…