Browsing Tag

petrol price in odisha

ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ

ଆଜି ପେଟ୍ରୋଲ ଓ ଡିଜେଲ ଦରରେ ସେପରି କୌଣସି ପରିବର୍ତ୍ତନ ଆସିନାହିଁ । ଶନିବାର ତୁଳନାରେ ଆଜି ପେଟ୍ରୋଲ ଦରରେ ସାମାନ୍ୟ ହ୍ରାସ ଘଟିଛି ।ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ଦାମ ରହିଛି ୮୧ ଟଙ୍କା ୪୬  ପଇସା ରହିଛି । କିନ୍ତୁ କାଲି ଭଳି ଡିଜେଲ ମୂଲ୍ୟ ସମାନ ରହିଛି । ସେହିପରି ଡିଜେଲ ପ୍ରତି…

ଆଜି ପୁଣି ଲଗାତର ୨୦ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ଜାଣନ୍ତୁ ବର୍ତ୍ତମାନର ମୂଲ୍ଯ କେତେ ?

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଆଜି ପୁଣି ବଢିଲା ତୈଳଦର। ଲଗାତର ୨୦ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବଢିଛି। ଡିଜେଲ ୧୭ ଓ ପେଟ୍ରୋଲ ଲିଟର ପିଛା ୨୧ପଇସା ବୃଦ୍ଧି ହୋଇଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ୮୦ ଟଙ୍କା ପାର୍‌ କରିଛି। ଗତ ୭ ତାରିଖରୁ ୨୫ ତାରିଖ ମଧ୍ୟରେ ଏହି ଦର ବଢିଛି।…

ଜୁନ୍‌ ୭ରୁ କ୍ରମାଗତ ଭାବେ ବଢିଚାଲିଛି ତୈଳ ଦର: ଆଜି ପେଟ୍ରୋଲ ୫୬ ଓ ଡିଜେଲ ୩୬ ପଇସା ବୃଦ୍ଧି

ନୂଆଦିଲ୍ଲୀ: କରୋନା ସଙ୍କଟରେ ମଧ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର। ଲଗାତର ୧୩ ଦିନ ପାଇଁ ବଢିଲା ତୈଳ ଦର । ଆଜି ପେଟ୍ରୋଲ ୫୬ ଓ ଡିଜେଲ ୩୬ ପଇସା ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲ ଦର ୭୮ଟଙ୍କା ୩୭ ପଇସା ହୋଇଥିବା ବେଳେ ଡିଜେଲ ୭୭…