Browsing Tag

pg doctor strike

NEET ପିଜି କାଉନସେଲିଂରେ ବିଳମ୍ବ ନେଇ ଆନ୍ଦୋଳନ, ଡାକ୍ତରଙ୍କ ପ୍ରତିବାଦ ଯୋଗୁ SCBରେ ଅଚଳାବସ୍ଥା

କଟକ(କେନ୍ଯୁଜ୍): SCBରେ ପିଜି ଡାକ୍ତରଙ୍କ ଆନ୍ଦୋଳନ ନେଇ ଅଚଳାବସ୍ଥା । SCB ପିଜି ଡାକ୍ତରମାନେ ୭ ଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିନାହିଁ । ଫଳରେ ଚିକିତ୍ସା କ୍ଷେତ୍ରରେ ବାଧା ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି ।…