Browsing Tag

Philippines

ବାମନ ନୁହଁନ୍ତି, ହେଲେ ୮ ବର୍ଷର ପିଲା ଭଳି ଦେଖାଯାଆନ୍ତି ୨୩ ବର୍ଷର ଏହି ଶିକ୍ଷକ!

ଫିଲିପାଇନ୍ସର ୨୩ ବର୍ଷୀୟ ଜଣେ ଶିକ୍ଷକ ଦେଖିବାକୁ ପୂରା ୮ ବର୍ଷର ପିଲା ଭଳି। ଆପଣ ଭାବୁଥିବେ ସେ ନିହାତି ରୂପେ ବାମନ ହୋଇଥିବେ। କିନ୍ତୁ ନା, ସେ ବାମନ ନୁହଁନ୍ତି, ହେଲେ ଛୁଆଙ୍କ ଭଳି ଦେଖାଯାଏ ତାଙ୍କ ଚେହେରା। କେବଳ ଏତିକି ନୁହେଁ ତାଙ୍କ ହାତ-ଗୋଡ଼ ବି ଠିକ୍‌ ୮ ବର୍ଷର ପିଲା ଭଳି। କେବେ…