Below header
Browsing Tag

picnic bus overturned

ରାୟଗଡ଼ା ସୀମାନ୍ତ ଡୁମୁଳାପଦର ଘାଟିରେ ଓଲଟିଲା ପିକନିକ୍‌ ବସ୍‌, ଜଣେ ମୃତ

ମୋହନା: ଘାଟିରେ ଓଲଟି ପଡିଲା ପିକନିକ୍‌ ବସ୍‌ । ବସ୍‌ ଓଲଟି ଜଣେ ମୃତ। ମୃତକ ଭୁବନେଶ୍ୱରର ସୁନୀଲ ସାହୁ। ରାୟଗଡ଼ା ସୀମାନ୍ତ ଡୁମୁଳାପଦର ଘାଟିରେ ଓଲଟିଲା ବସ୍। ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଆହତ ୫ଜଣଙ୍କୁ ପ୍ରଥମେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର MKCGକୁ…