Browsing Tag

Pineapple juice

ସପୁରୀ କେବଳ ସ୍ୱାସ୍ଥ୍ୟ ପାଇଁ ଉପକାରୀତା ନୁହେଁ ବରଂ ସୌନ୍ଦର୍ଯ୍ୟ ପାଇଁ ବି ଲାଭଦାୟକ

ବାଡି ବଗିଚାର ରସାଳ ଫଳ ହେଉଛି ସପୁରୀ । ତେବେ ସପୁରୀ କେବଳ ସୁସ୍ୱାଦୁ ନୁହେଁ ଔଷଧୀୟ ଗୁଣ ପାଇଁ ଏହାକୁ ସବୁଠାରୁ ଉପକାରୀ ଫଳ ମଧ୍ୟ କୁହାଯାଏ । ସପୁରୀରେ ଭିଟାମିନ୍ ବି-୧, ବି-୨, ବି-୩, ବି-୫, ବି-୬, ବି-୯, ଭିଟାମିନ୍ – ସି ପ୍ରଚୁର ପରିମାଣର ଅଛି । ତେବେ ସପୁରୀ ପାଟିକୁ ସ୍ୱାଦ ଲାଗିବା ସହ…

ପାଚନରେ ବେଶ୍‌ ସହାୟକ ହୋଇଥାଏ ସପୁରୀ ଜୁସ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଶରୀରର ପାଚନକ୍ରୀୟା ପାଇଁ ବେଶ୍‌ ସହାୟକ ହୋଇଥାଏ ସପୁରୀ ଜୁସ୍‌। ପିଲା ଠାରୁ ବୟଷ୍କ ପଯ୍ୟର୍ନ୍ତ ସମସ୍ତେ ଜୁସ୍‌ ପିଇବାକୁ ପସନ୍ଦ କରିଥାନ୍ତି। ଏହା ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ବେଶ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ। ଆବଶ୍ୟକ ସାମଗ୍ରୀ ସପୁରୀ – ୧,…

ପାଚନକ୍ରୀୟାରେ ସାହାଯ୍ୟ କରିଥାଏ ସପୁରୀ ରସ, ଏମିତି କରନ୍ତୁ ପ୍ରସ୍ତୁତ

ଆବଶ୍ୟକୀୟ ସାମଗ୍ରୀ ସପୁରୀ –୧ କଳା ଲୁଣ – ୧୨ ଛୋଟ ଚାମଚ ଭଜା ଜୀରା ପାଉଡର – ୧୨ ଛୋଟ ଚାମଚ ବରଫ ଖଣ୍ଡ – ୫ ପ୍ରସ୍ତୁତି ପ୍ରଣାଳୀ ସପୁରୀର ଉପର ଭାଗର ଚୋପା ଛଡାଇ ଦିଅନ୍ତୁ। ଏହାପରେ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଏହି ଖଣ୍ଡକୁ ନେଇ ଗ୍ରାଇଣ୍ଡର କିମ୍ବା…

ଫାଇଦା ନୁହେଁ, ଆପଣଙ୍କୁ କ୍ଷତି ପହଞ୍ଚାଇବ ଏହି ୪ଟି ଫଳରସ

ଫଳ ହେଉ କି ପରିବା, ଏହାର ଜୁସ୍‌ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ାଙ୍କ ଯାଏ, ସମସ୍ତଙ୍କୁ ଜଳଖିଆରେ ଏକ ଗ୍ଲାସ୍‌ ଜୁସ ପିଇବାକୁ ପରାମର୍ଶ ଦିଆଯାଇଥାଏ। ଜୁସ୍‌ କେବଳ ଶରୀରକୁ ଏନର୍ଜି ଯୋଗାଇ ନ ଥାଏ, ବରଂ ପୋଷକ ତତ୍ତ୍ୱ ଏବଂ ଭିଟାମିନ୍‌ ମଧ୍ୟ…