୪୧୩ କୋଟି ଟଙ୍କାରେ ବିକ୍ରି ହେଲା ଏହି ଗୋଲାପୀ ହୀରା, ଭାଙ୍ଗିଲା ସବୁ ବିଶ୍ୱ ରେକର୍ଡ
ବେଳେ ବେଳେ ଏମିତି କିଛି ଜିନିଷର ମୂଲ୍ୟ ଜାଣିବାକୁ ମିଳେ,ଯାହାକୁ ବିଶ୍ୱାସ କରିବା ମୁସ୍କିଲ ହୋଇପଡେ । ଏମିତି ଏକ ଦୁର୍ଲଭ ହୀରାର ମୂଲ୍ୟ ଜାଣିଲେ ଆପଣଙ୍କର ବି ହୋସ ଉଡିଯିବ । ନିକଟରେ ହଂକଙ୍ଗରେ ନିଲାମ ହୋଇଥିବା ଏକ ହୀରାର ଦାମ ରହିଛି ୪୧୩ କୋଟି ଟଙ୍କା । ଯାହାକି ବିଶ୍ୱର ସବୁ ରେକର୍ଡକୁ…