ସ୍କୁଲ ବ୍ୟାଗରେ ପିସ୍ତଲ, ତଦନ୍ତ କରୁଛି ପୋଲିସ
ସୋର: ସ୍କୁଲ ବ୍ୟାଗରେ ପିସ୍ତଲ। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ଜବତ ହୋଇଛି ପିସ୍ତଲ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଗାଁରେ ଥିବା ଦାସମହାପାତ୍ର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରଙ୍କ ନିକଟରୁ ବନ୍ଧୁକ ଜବତ ହୋଇଛି । ଆଜି ସ୍କୁଲ ଛୁଟି ହେବା…