Browsing Tag

pitru pakha

ବିହାରର ସେହି ମନ୍ଦିର ଯେଉଁଠାରେ ମୋକ୍ଷ ପାଆନ୍ତି ଜୀବିତ ଲୋକେ, ନିଜେ କରନ୍ତି ନିଜର ପିଣ୍ଡଦାନ

ହିନ୍ଦୁ ଧର୍ମରେ ପିଣ୍ଡଦାନ ଏବଂ ଶ୍ରାଦ୍ଧର ପରମ୍ପରାକୁ ବହୁତ ପୁରୁଣା ଏବଂ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ । ପ୍ରତିବର୍ଷ, ପିତୃପକ୍ଷର ୧୫ ଦିନ ମଧ୍ୟରେ ଲୋକମାନେ ସେମାନଙ୍କ ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ତର୍ପଣ, ପିଣ୍ଡଦାନ ଏବଂ ଶ୍ରାଦ୍ଧ ଆଦି କରନ୍ତି । ପ୍ରକୃତରେ, ଏହି…

ପିତୃ ପକ୍ଷ ସମୟରେ କେଉଁ ରୂପରେ ଘରକୁ ଆସନ୍ତି ପୂର୍ବପୁରୁଷ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଚଳିତ ବର୍ଷ ସେପ୍ଟେମ୍ବର ୭ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ଚାଲିବ ଶ୍ରାଦ୍ଧ ପକ୍ଷ । ଏହି ସମୟ ହେଉଛି ଯେତେବେଳେ ଆମେ ଆମର ଦିବଂଗତ ପୂର୍ବପୁରୁଷଙ୍କୁ ମନେ ପକାଇଥାଉ ଏବଂ ସେମାନଙ୍କର ଶ୍ରାଦ୍ଧ କରୁ । ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ୧୬ ଦିନ ମଧ୍ୟରେ ଆମର ପୂର୍ବପୁରୁଷମାନେ…

ପିତୃ ପକ୍ଷରେ ତର୍ପଣ କରିବା ପାଇଁ ଆପଣାନ୍ତୁ ଏହି ଉପାୟ, ମିଳିବ ପିତୃ ପୁରୁଷଙ୍କ ଆଶିର୍ବାଦ

ହିନ୍ଦୁ ଧର୍ମରେ ପିତୃ ପକ୍ଷର ବଡ଼ ମହତ୍ୱ ରହିଛି । ଏହାକୁ ଶ୍ରାଦ୍ଧ ପକ୍ଷ ବୋଲି ମଧ୍ୟ କୁହାଯାଏ । ପିତୃ ପକ୍ଷରେ ଲୋକେ ନିଜର ପୂର୍ବଜଙ୍କ ମୃତ୍ୟୁ ତିଥିରେ ତାଙ୍କୁ ତର୍ପଣ କରିଥାନ୍ତି । ଧାର୍ମିକ ମାନ୍ୟତା ଅନୁସାରେ ପିତୃ ପକ୍ଷରେ ତର୍ପଣ ଓ ପିଣ୍ଡଦାନ ଆଦି କରିବା ଦ୍ୱାରା ପିତୃ ଦେବତା ପ୍ରସନ୍ନ…

ପିତୃପକ୍ଷରେ ଏହି ଦିଗରେ ପାଣି ରଖି ପିଅନ୍ତୁ ନାହିଁ, ନଚେତ ଲାଗିଯିବ ପିତୃଦୋଷ

ଏବେ ପିତୃପକ୍ଷ ଚାଲିଛି। ଶାସ୍ତ୍ର ଅନୁଯାୟୀ, ଏହି ସମୟରେ ପିତୃ ପୁରୁଷଙ୍କ ଆତ୍ମା ପୃଥିବୀକୁ ଆସି ନିଜ ପରିବାର ପରିଜନଙ୍କ ସହ ରହିଥାନ୍ତି । ସେମାନଙ୍କ ଆତ୍ମାର ଶାନ୍ତି ସହ ସେମାନଙ୍କୁ ଖୁସି କରି ଆଶୀର୍ବାଦ ପାଇବା ପାଇଁ ସ୍ବତନ୍ତ୍ର ଭାବେ ସେମାନଙ୍କ ପାଇଁ ତର୍ପଣ ଆଦି କରାଯାଏ । ପୁରାଣରେ…

ଜୀବନର ଶେଷ ସମୟରେ ଏହି ୪ଟି ସାମଗ୍ରୀ ପାଖରେ ଥିଲେ ବିନା ଶ୍ରାଦ୍ଧରେ ବି ମିଳିପାରେ ସ୍ୱର୍ଗ

ଶ୍ରାଦ୍ଧପକ୍ଷରେ ପିଣ୍ଡଦାନ କଲେ ପିତରଙ୍କୁ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ତେବେ ଗରୁଡ ପୁରାଣ ଅନୁସାରେ ଯଦି କୌଣସି ବ୍ୟକ୍ତିର ମରଣ ସମୟରେ ତା ନିକଟରେ ୪ଟିରୁ ଯେ କୌଣସି ଗୋଟିଏ ବି ଥିଲେ ବିନା ପିଣ୍ଡଦାନରେ ବି ଆତ୍ମାର ସ୍ୱର୍ଗପ୍ରାପ୍ତି ହୁଏ। ତେବେ ଆସନ୍ତୁ ଜାଣିବା ୪ଟି ଜିନିଷ…

ପିତୃ ପକ୍ଷ : ଚତୁର୍ଦ୍ଦଶୀ ତିଥିରେ ଭୁଲରେ ବି କରନ୍ତୁ ନାହିଁ ଏହି ଲୋକଙ୍କର ଶ୍ରାଦ୍ଧ,ନହେଲେ ସନ୍ତାନଙ୍କୁ ପଡିପାରେ…

ପିତୃ ପକ୍ଷରେ ୧୬ ଶ୍ରାଦ୍ଧ ବିଧି ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧା ଦେଖାଇବାକୁ ହୋଇଥାଏ । ଶ୍ରାଦ୍ଧ ପକ୍ଷ ୨୫ ସେପ୍ଟେମ୍ବର ୨୦୨୨ ଦିନ ଶେଷ ହେଉଛି । ସର୍ବ ପିତୃ ଅମାବାସ୍ୟା ପିତୃ ପକ୍ଷର ଶେଷ ଦିନ ହୋଇଥାଏ । ଏହାର ଗୋଟିଏ ଦିନ ପୂର୍ବ ଅର୍ଥାତ ଚତୁର୍ଦ୍ଦଶୀ ତିଥି ଦିନ ଅକାଳ ମୃତ୍ୟୁ ହୋଇଥିବା…