Browsing Tag

plastic scrub

ଗାଧୋଇବା ବେଳେ ଘଷି ହେବାକୁ ବ୍ୟବହାର କରୁଛନ୍ତି କି ପ୍ଲାଷ୍ଟିକ ସ୍କ୍ରବ ବା ଲୋଫା, ଜାଣନ୍ତୁ କ’ଣ କରେ କ୍ଷତି

ଗାଧୋଇବା ବେଳେ ଦେହକୁ ସଫା କରିବା କିମ୍ବା ଘଷିବା ପାଇଁ ପୂର୍ବରୁ ପିତା ତରଡା କିମ୍ବା ଗାମୁଛା ବ୍ୟବହାର କରାଯାଉଥିଲା। ତା’ ପରେ ମାର୍କେଟରେ ଛୋଟ ଛୋଟ ଟାଓ୍ଵଲ ବିକ୍ରି ହେଲା। ଆଉ ଆଧୁନିକ ଯୁଗରେ ଲୋଫା ବା ପ୍ଲାଷ୍ଟିକ ସ୍କ୍ରବ ବ୍ୟବହାର କରାଗଲା। ଯଦି ଆପଣ ମଧ୍ୟ ଗାଧୋଇବା ସମୟରେ ପ୍ଲାଷ୍ଟିକ…