Browsing Tag

platform tickets

ପେଟିଏମ୍ ଆରମ୍ଭ କଲା ନୂଆ ସେବା: ଏଣିକି ପଇସା ନଦେଇ ମଧ୍ୟ କରିପାରିବେ ଟ୍ରେନ୍ ଟିକେଟ୍ ବୁକ୍

ପେଟିଏମ୍ ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର। ପେଟିଏମ୍ ବ୍ୟବହାରକାରୀଙ୍କୁ ରେଳ ଟିକେଟ କିଣିବା ପାଇଁ ତତକ୍ଷଣାତ୍ ଟଙ୍କା ଦେବାକୁ ପଡିବ ନାହିଁ। ପରେ ସେମାନେ ରେଳ ଟିକେଟ ଟଙ୍କା ଦେବାକୁ ସକ୍ଷମ ହେବେ। ପେଟିଏମ୍ ଏବଂ ଆଇଆରସିଟିସିର ପାର୍ଟନରସିପ୍ ପରେ ଏହା ସମ୍ଭବ ହୋଇପାରିଛି ।…

ବଢିଲା ପ୍ଲାଟଫର୍ମ ଟିକେଟ ଦାମ୍, ଏବେ ୧୦ ଟଙ୍କା ନୁହେଁ ଦେବାକୁ ପଡିବ ୩୦ ଟଙ୍କା

ମାର୍ଚ୍ଚ ଆରମ୍ଭରୁ ମହଙ୍ଗା ମାଡ଼। ପ୍ରଥମେ ତେଲ ଆଉ ତା ପରେ ଏଲପିଜି ଦାମ୍ ମହଙ୍ଗା ହୋଇଥିବା ବେଳେ ଏବେ ପ୍ଲାଟଫର୍ମ ଟିକେଟ ଦାମ୍ ବଢାଇଛି ଭାରତୀୟ ରେଲୱେ। ଭାରତୀୟ ରେଳବାଇ ଏବେ ପ୍ଲାଟଫର୍ମ ଟିକେଟର ଦାମ୍ ବୃଦ୍ଧି କରିଛି । କରୋନା ପାଇଁ ଗତ ଦୀର୍ଘ ଦିନ ଧରି ପ୍ଲାଟଫର୍ମ ଟିକେଟ୍ ସେବା ବନ୍ଦ…