Browsing Tag

plus two

ଯୁକ୍ତ ଦୁଇ ଖାଲି ସିଟ୍‌ ପୂରଣ ନାମଲେଖା ଆଜିଠୁ

ଭୁବନେଶ୍ବର :  ଯୁକ୍ତ ଦୁଇ କଲେଜରେ ଖାଲି ଥିବା ସିଟ୍‌ ପୂରଣ ପାଇଁ ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଆବେଦନ। ଛାତ୍ରଛାତ୍ରୀମାନେ www.samodisha.gov.in ୱେବସାଇଟ୍‌ ଜରିଆରେ ଆବେଦନ କରିପାରିବେ। ଅଗଷ୍ଟ ୧୦ ତାରିଖରେ ମେରିଟ୍‌ ଲିଷ୍ଟ ପ୍ରକାଶ…

ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢା

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲା ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢା। ସ୍କୁଲ ଜୀବନ ଛାଡି କଲେଜରେ ପାଦ ଥାପିଛନ୍ତି ଛାତ୍ରଛାତ୍ରୀ। ନବାଗତାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟର ବିଭିନ୍ନ କଲେଜରେ ପ୍ରସ୍ତୁତି କରାଯାଇଥିଲା। ଚଳିତ ବର୍ଷ ରାଜ୍ୟର ୧୫୯୬ଟି ଜୁନିୟର କଲେଜରେ ପ୍ରାୟ ୪ଲକ୍ଷ ୨୪ହଜାର ୭୩୯…

ଯୁକ୍ତ ଦୁଇ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ଦ୍ୱିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ

ଭୁବନେଶ୍ବର: ଯୁକ୍ତ ଦୁଇ କଲେଜରେ ଖାଲି ଥିବା ସିଟରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ଦ୍ୱିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ ତଥା ମେରିଟ୍ ଲିଷ୍ଟ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁଲାଇ ୧୧ ଓ ୧୨ ତାରିଖରେ ନାମ ଲେଖାଇ ପାରିବେ। ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପରେ ବଳକା ସିଟର ତାଲିକା ୧୩…

ଆଜିଠୁ +୨ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ

ଭୁବନେଶ୍ବର: +୨ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ୫ ତାରିଖ ଯାଏଁ ନାମଲେଖା ଚାଲିବ। ଏଥିପାଇଁ ଗତ ଶୁକ୍ରବାର ଦିନ ପ୍ରଥମ କଟ ଅଫ୍ ମାର୍କ ପ୍ରକାଶ ପାଇଥିଲା। ବିଜ୍ଞାନରେ ୮୮.୮୩ ପ୍ରତିଶତ ସହ ରେଭେନ୍ସା ଜୁନିଅର କଲେଜ ତାଲିକାର ଶୀର୍ଷରେ ରହିଛି। ବାଣିଜ୍ୟରେ ତାଲିକାର ଶୀର୍ଷରେ ରହିଛି…