ପିଏମ କିଷାନ ଯୋଜନାରେରେ ଚାଷୀ ମାନଙ୍କୁ ପ୍ରତି ମାସ ମିଳିବ ୩୦୦୦ ଟଙ୍କା ,ଜାଣନ୍ତୁ ଏହା ବିଷୟରେ ସମ୍ପୂର୍ଣ୍ଣ ରିପୋର୍ଟ
ଏଣିକି ପିଏମ କିଷାନ ଯୋଜନାରେ ଲାଭ ପାଇପାରିବେ ସମସ୍ତ ଚାଷୀ । ଗୋଟିଏ ବର୍ଷରେ ୬୦୦୦ ଟଙ୍କା ବ୍ୟତୀତ ପିଏମ କିସାନ ଆକାଉଣ୍ଟଧାରୀ ମାନେ ମଧ୍ୟ ପ୍ରତି ମାସରେ ୩ ହଜାର ଟଙ୍କା ପାଇପାରିବେ | ଏଥିପାଇଁ ସେମାନଙ୍କୁ ସିଧାସଳଖ ପିଏମ କିସାନ ମାନଧନ ଯୋଜନାରେ ପଞ୍ଜିକରଣ କରିବାକୁ ପଡିବ। ଏହା କୌଣସି…