Below header
Browsing Tag

PMC Bank

ପିଏମ୍‌ସି ବ୍ୟାଙ୍କର ଜଣେ ଗ୍ରାହକଙ୍କ ହୃଦ୍‌ଘାତରେ ମୃତ୍ୟୁ, ଗତକାଲି ମୁମ୍ବାଇରେ ପ୍ରଦର୍ଶନ ପରେ ହୋଇଥିଲା ଏଭଳି ଅଘଟଣ

ମୁମ୍ବାଇ: ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ୍ ହିତାଧିକାରୀ । ଏହାରି ଭିତରେ ପିଏମ୍‌ସି ବ୍ୟାଙ୍କର ଜଣେ ହିତାଧିକାରୀଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ଓଶିବାରାରେ ରହୁଥିବା ମୃତକ ସଞ୍ଜୟ ଗୁଲାଟିଙ୍କ ପିଏମ୍‌ସି ଖାତାରେ ପାଖାପାଖି ୯୦ ଲକ୍ଷ ଟଙ୍କା ଥିଲା…

ଏହି ବ୍ୟାଙ୍କର ଗ୍ରାହକ ଉଠାଇପାରିବେ ନାହିଁ ୧ ହଜାରରୁ ଅଧିକ ଟଙ୍କା, RBI ଲଗାଇଲା ଏହି ପ୍ରତିବନ୍ଧକ

ନୂଆଦିଲ୍ଲୀ: ମୁମ୍ବାଇର ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋପରେଟିଭ୍ ବ୍ୟାଙ୍କର ଗ୍ରାହକ ମାନଙ୍କୁ ଝଟକା । ସୂଚନା ଅନୁଯାୟୀ, ବ୍ୟାଙ୍କର ଆର୍ଥିକ ସ୍ଥିତି କାରଣରୁ ଆରବିଆଇ ଏହି  ବ୍ୟାଙ୍କର ଖାତାଧାରକମାନଙ୍କୁ ଏକ ହଜାର ଟଙ୍କାରୁ ଅଧିକ ଟଙ୍କା ଦେବା ଉପରେ ରୋକ୍ ଲଗାଇଛି । ଯାହା କାରଣରୁ ବ୍ୟାଙ୍କର…