Browsing Tag

podagada

ନବରଙ୍ଗପୁର ଉମରକୋଟର ପୋଡାଗଡ ଐତିହାସିକ ସ୍ଥଳୀ, ଜାଣନ୍ତୁ ଏହାର କିମ୍ବଦନ୍ତୀ ଓ ଐତିହ୍ୟ

ଉମରକୋଟ୍ : ବେଳେ ବେଳେ କିମ୍ବଦନ୍ତୀ କଥାବସ୍ତୁକୁ ନେଇ ଅନେକ ପ୍ରାମାଣିକ ଐତିହାସିକ ତଥ୍ୟ ଲୁଚି ରହିଥାଏ । ଯାହା ଉପରେ କେବେ ଦୃଷ୍ଟିପଡିନଥାଏ । ଯାହାଫଳରେ ଅନେକ ମୂଲ୍ୟବାନ ସମ୍ପଦ ଲୁକ୍କାୟିତ ହୋଇ ରହିଯାଇଥାଏ । ଯାହାର ଏକ ଜ୍ୱଳନ୍ତ ପ୍ରମାଣ ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ୍…