ଆଜି ଜଳଖିଆରେ ବନାନ୍ତୁ ଚୁଡ଼ା କଟଲେଟ୍, ପିଲାମାନେ ହାତ ଚାଟି ଖାଇବେ
ଜଳଖିଆରେ ଚୁଡ଼ା ଖାଇବା ଶରୀର ପାଇଁ ବେଶ୍ ଉତ୍ତମ ହୋଇଥାଏ। ଯଦି ଚୁଡ଼ାରେ କୌଣସି ଚଟ୍ପଟା ରେସିପି ଟ୍ରାଏ କରିବାକୁ ଚାହୁଁଛନ୍ତି, ତେବେ ଚୁଡ଼ା କଟ୍ଲେଟ୍ ଟ୍ରାଏ କରନ୍ତୁ। ଆସନ୍ତୁ ଜାଣିବା ଏହାର ରେସିପି...
ସାମଗ୍ରୀ:
ଚୁଡ଼ା- ୨ କପ୍
ସିଝା ଆଳୁ –୩
ଛୋଟ ଛୋଟ ଖଣ୍ଡ ପନିର-୧/୪ କପ୍…