Below header
Browsing Tag

Police ASI Arrested

ଲାଞ୍ଚ ନେଇ ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ଗିରଫ

ଭୁବନେଶ୍ୱର(କେନ୍ୟୁଜ ) : ଲାଞ୍ଚ ନେଇ ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ଗିରଫ । ଏସଆଇ ସୁଶାନ୍ତ ସ୍ୱାଇଁଙ୍କୁ ଗିରଫ କଲା ଭିଜିଲାନ୍ସ । ନାକା ଗେଟ୍‌ ପାଖରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏକ ମାମଲାକୁ ଦଫାରଫା କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ପୁଣି ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ଲାଞ୍ଚ ନେବାବେଳେ ଧରାପଡିଲେ ରାଜକନିକା ଥାନାର ଏଏସଆଇ ବୈଷ୍ଣବ ଚରଣ ବେହେରା 

କେନ୍ୟୁଜ୍(ବ୍ୟୁରୋ):  ପୁଣି ଭିଜିଲାନ୍ସ ଜାଲରେ ପୋଲିସ ବାବୁ। ରାଜକନିକା ଥାନାର ଏସଆଇ  ବୈଷ୍ଣବ ଚରଣ ବେହେରା  ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ଗୋକନେଶ୍ୱରର୍ପୂର ଗାଁ ର ଦିବାକର ସେଠୀଙ୍କ ପରିବାର ନାମରେ…

ମହିଳାଙ୍କୁ ମାନସିକ ନିର୍ଯାତନା ଓ ଅଶ୍ଲୀଳ ମେସେଜ ଦେଇ ଜେଲ ଗଲେ ପୋଲିସ ଏଏସଆଇ ସୁବ୍ରତ ଜ୍ଞାନ ରଞ୍ଜନ

କେନ୍ୟୁଜ୍(ବ୍ୟୁରୋ): ଗିରଫ ହୋଇ ଜେଲ ଗଲେ ରସିକିଆ ପୋଲିସ ଏଏସଆଇ ସୁବ୍ରତ ଜ୍ଞାନ ରଞ୍ଜନ । ଗତକାଲି ଜଣେ ମହିଳା ସୁବ୍ରତଙ୍କ ନାଁରେ ମାନସିକ ନିର୍ଯାତନା ଓ ସୋସିଆଲ ମିଡିଆରେ ଅଶ୍ଳୀଳ ମେସେଜ କରୁଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଥିଲା । ପରେ ଘଟଣାରେ ସତ୍ୟତା ଥିବା ଜଣାପଡିବା ପରେ ତାକୁ…